କନକ ବ୍ୟୁରୋ: ପ୍ରତି ସୋମବାର ଓ ଗୁରୁବାର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଜନ ଶୁଣାଣି କରିବେ। ଆଜି କଟକ ୨୨ ନମ୍ବର ୱାର୍ଡରେ ବିଧାୟିକା ସୋଫିଆଙ୍କ ଜନଶୁଣାଣି ରହିଛି। ଅଞ୍ଚଳବାସୀ ନିଜେ ଆସି ତାଙ୍କ ସମସ୍ୟା କହିବେ। ମହାନଗର ନିଗମ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଲୋକଙ୍କ ଏହି ସମସ୍ୟା କିଭଳି ସମାଧନ ପାଇଁ ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝୁଛନ୍ତି।
ଲୋକଙ୍କ ସମସ୍ୟା ଶୁଣିଲେ ସୋଫିଆ ; ଜନଶୁଣାଣିରେ ଲୋକଙ୍କ ସହ ଆଲୋଚନା କଲେ ବ ବାରବାଟୀ ବିଧାୟିକା
/kanak/media/post_attachments/wp-content/uploads/2024/08/19-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)