କନକ ବ୍ୟୁରୋ: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କଟକ ବାଲିଯାତ୍ରା । କଟକରେ ଆଜି ୨ ହଜାର ୧୨୨ ପିଲା ଭାଗ ନେଇ ଏକାସଙ୍ଗେ ୨୩ ହଜାର ଡଙ୍ଗା ବାଇଛନ୍ତିି । ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ନେଇ କଟକ ମହାନଗର ନିଗମ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିଲା । ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡର ଏକ ପ୍ରତିନିଧି ମଣ୍ଡଳୀ ଡଙ୍ଗା ପ୍ରସ୍ତୁତ ବେଳେ ଉପସ୍ଥିତ ଥିଲେ । ବାଲିଯାତ୍ରା ପଡ଼ିଆ ନିକଟରେ ଏହି କାର୍ଯ୍ୟକ୍ରମ ଚାଲିଥିଲା ।
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ କଟକ ବାଲିଯାତ୍ରା। ୨ ହଜାର ୧୨୨ ପିଲା ତିଆରି କଲେ ୨୩ ହଜାର ଡଙ୍ଗା।
/kanak/media/post_attachments/wp-content/uploads/2022/11/balijatara.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)