କଟକରେ ଦୀପାବଳିରେ ଫୁଟିବ ବାଣ, ଦୋକାନୀକୁ ମିଳିବ ଲାଇସନ୍ସ: କାଳୀପୂଜାରେ ହେବ ୪ ଫୁଟ ଉଚ୍ଚତାର ମୂର୍ତ୍ତି; ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ,୫୦ ଅଫିସର: ଡିସିପି ଦେଲେ ସୂଚନା

263

କନକ ବ୍ୟୁରୋ: କଟକରେ ଦୀପାବଳିରେ ଫୁଟିବ ବାଣ । ଏଥ୍ର କଟକରେ ବାଣ ଦୋକାନୀଙ୍କୁ ବାଣ ବିକ୍ରି କରିବାକୁ ମିଳିବ ଲାଇସନ୍ସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ସେହିପରି କଟକରେ କୋଭିଡ଼ କଟକଣା ଭିତରେ ପାଳନ ହେବ କାଳୀ ପୂଜା । ଏଥିପାଇଁ ସହରରେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଧିକାରୀ ମୃତୟନ କରାଯିବ । ପୂଜାରେ କୋଭିଡ଼ ଗାଇଡଲାଇନକୁ ସମ୍ପୁର୍ଣ୍ଣ ରୂପେ ପାଳନ କରାଯିବ ।

Comments are closed.