କନକ ବ୍ୟୁରୋ: କଟକରେ ଦୀପାବଳିରେ ଫୁଟିବ ବାଣ । ଏଥ୍ର କଟକରେ ବାଣ ଦୋକାନୀଙ୍କୁ ବାଣ ବିକ୍ରି କରିବାକୁ ମିଳିବ ଲାଇସନ୍ସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ସେହିପରି କଟକରେ କୋଭିଡ଼ କଟକଣା ଭିତରେ ପାଳନ ହେବ କାଳୀ ପୂଜା । ଏଥିପାଇଁ ସହରରେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଧିକାରୀ ମୃତୟନ କରାଯିବ । ପୂଜାରେ କୋଭିଡ଼ ଗାଇଡଲାଇନକୁ ସମ୍ପୁର୍ଣ୍ଣ ରୂପେ ପାଳନ କରାଯିବ ।

Advertisment