କନକ ବ୍ୟୁରୋ: କଟକରେ ଦୀପାବଳିରେ ଫୁଟିବ ବାଣ । ଏଥ୍ର କଟକରେ ବାଣ ଦୋକାନୀଙ୍କୁ ବାଣ ବିକ୍ରି କରିବାକୁ ମିଳିବ ଲାଇସନ୍ସ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । ସେହିପରି କଟକରେ କୋଭିଡ଼ କଟକଣା ଭିତରେ ପାଳନ ହେବ କାଳୀ ପୂଜା । ଏଥିପାଇଁ ସହରରେ ୧୫ ପ୍ଲାଟୁନ ଫୋର୍ସ ଓ ୫୦ ଅଧିକାରୀ ମୃତୟନ କରାଯିବ । ପୂଜାରେ କୋଭିଡ଼ ଗାଇଡଲାଇନକୁ ସମ୍ପୁର୍ଣ୍ଣ ରୂପେ ପାଳନ କରାଯିବ ।
କଟକରେ ଦୀପାବଳିରେ ଫୁଟିବ ବାଣ, ଦୋକାନୀକୁ ମିଳିବ ଲାଇସନ୍ସ: କାଳୀପୂଜାରେ ହେବ ୪ ଫୁଟ ଉଚ୍ଚତାର ମୂର୍ତ୍ତି; ମୁତୟନ ହେବେ ୧୫ ପ୍ଲାଟୁନ୍ ଫୋର୍ସ,୫୦ ଅଫିସର: ଡିସିପି ଦେଲେ ସୂଚନା
/kanak/media/post_attachments/wp-content/uploads/2020/11/19-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)