କଟକ : ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୨ଟି ବନ୍ଧୁକ ଜବତ

କଟକ : ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ, ୨ଟି ବନ୍ଧୁକ ଜବତ

କନକ ବ୍ୟୁରୋ : ଚୌଦ୍ୱାର ପୁଲିସ ୩ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଏଥିସହ ଏମାନଙ୍କ ନିକଟରୁ ୨ଟି ବନ୍ଧୁକ, ୪ଟି ଅଫୁଟା ଗୁଳି, ୧୨ଟି ସୁନା ଚେନ ସମେତ ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୀ ବୀରକିଶୋରପୁର ଅଂଚଳର ସତ୍ୟଜିତ ସାହୁ,କନ୍ଦରପୁର ଅଂଚଳର ଗୋପାଳ ରାଉତ ଓ କଟକ ମଙ୍ଗଳାବାଗର ସଂଜିବ ସାହୁ । ଏମାନଙ୍କ ନାଁରେ ରାଜ୍ୟର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଗତକିଛି ଦିନ ହେବ ଚୌଦ୍ୱାର ଅଂଚଳରେ ଏମାନେ ଲୁଟପାଟ୍ କରି ଆସୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe