କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରେ ଏକ କଟା ପାପୁଲି ଚିହ୍ନଟ ହୋଇଛି ।
ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପାପୁଲି ଦେଖିବା ପାଇଁ ଗ୍ରାମର ଲୋକମାନେ ରୁଣ୍ଡ ହୋଇଛନ୍ତି । ଏହା ଏକ ପୁରୁଷର ହାତ ବୋଲି ଅନୁମାନ କରାଯାଉଛି । କୁଆଖିଆ ପୁଲିସକୁ ଏନେଇ ଖବର ଦିଆଯାଇଛି । ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/download-2.jpg)