ରାଜଧାନୀରେ ଉଡିଲା ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ

ରାଜଧାନୀରେ ଉଡିଲା ଟଙ୍କା : ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀରେ ଉଡିଲା ଟଙ୍କା । ରିଜର୍ଭ ବ୍ୟାଙ୍କ ସାମ୍ନାରେ ଚିରାଫଟା ୫୦୦ ଟଙ୍କା , ୨୦୦ ଟଙ୍କା ଓ ୧୦୦ ଟଙ୍କା ନୋଟ୍ ଉଡିଲା । ବ୍ୟାଙ୍କର ନୋଟ୍ ବଦଳାଇବାକୁ ଲୋକେ ଆସିଥିଲେ । କିନ୍ତୁ ନୋଟ ବଦଳାଇ ନହେବାରୁ ଟଙ୍କା ଉଡାଇଛନ୍ତି ଅସନ୍ତୁଷ୍ଟ ଲୋକେ । ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe