ଧନତେରାସ ଠାରୁ ଗହଣା ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ବିଭିନ୍ନ ଅଫର ସହ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମନୋହରଲା ପଲା ସୋ’ ରୁମ

Advertisment
ଧନତେରାସ ଠାରୁ ଗହଣା ଦୋକାନରେ ଜମୁଛି ଗ୍ରାହକଙ୍କ ଗହଳି । ବିଭିନ୍ନ ଅଫର ସହ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ମନୋହରଲା ପଲା ସୋ’ ରୁମ

କନକ ବ୍ୟୁରୋ : ବିଗତ ଦୁଇବର୍ଷ କରୋନା କଟକଣା ପାଇଁ ଧନତେରାସ ପର୍ବ ଫିକା ପଡିଥିଲା । ହେଲେ ଚଳିତ ବର୍ଷ କରୋନା କଟକଣା ନଥିବାରୁ ଧନତେରାସ ଅବସରରେ ସମସ୍ତ ସୁନା ଦୋକାନରେ ଗହଳି ଦେଖିବାକୁ ମିଳିଛି । ହେଲେ ହସ୍ପିଟାଲ ରୋଡରେ ଥିବା ମନୋହରଲାଲ ପଲା ସୋ ରୁମରେ ଗ୍ରାହକଙ୍କ ଗହଳି ସବୁଠାରୁ ଅଧିକ ଥିଲା ।

ସକାଳରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ସୋ ରୁମ ଭିତରେ ଛିଡା ହେବାକୁ ଜାଗା ନଥିଲା । ଗ୍ରାହକଙ୍କ ସୁବିଧା ପାଇଁ ସୋ ରୁମ କର୍ତ୍ତୁର୍ପକ୍ଷଙ୍କ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ସୋ ରୁମ କର୍ତ୍ତୁର୍ପକ୍ଷଙ୍କ କହିବା ମୁତାବକ ଗତ ୨ ବର୍ଷ ଧନତେରାସରେ ବ୍ୟବସାୟ ମନ୍ଦା ଥିଲା । ହେଲେ ଚଳିତ ବର୍ଷ ୨ ଗୁଣା ଅଧିକ ବ୍ୟବସାୟ ହୋଇଛି । ଚଳିତ ବର୍ଷ ସୋ ରୁମ ପକ୍ଷରୁ ଯେତିକି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ତା ଠାରୁ ଅଧିକ ବ୍ୟବସାୟ ହୋଇଥିବା କଥା କହିଛନ୍ତି ସୋ ରୁମର ମାଲିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe