ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ। ଆସନ୍ତାକାଲିଠାରୁ ଲାଗୁ ହେବ ନିୟମ।

ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ। ଆସନ୍ତାକାଲିଠାରୁ ଲାଗୁ ହେବ ନିୟମ।

କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ କଟକଣା କୋହଳ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ କରାଯାଇଛି । ସକାଳ ୭ଟା ୩୦ରୁ ୧୧ଟା ୩୦ ଯାଏ କଟକଣା କୋହଳ ହୋଇଛି । ଦିନ ୩ଟା ୩୦ରୁ ସନ୍ଧ୍ୟା ୬ଟା ଯାଏ କଟକଣାକୁ କୋହଳ କରାଯାଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ଏନେଇ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe