କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ବ୍ୟାଟିଂ କରିଛି ଚେନ୍ନାଇ । ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାର୍ଡଙ୍କ ଧୂଆଁଧାର ଶତକ ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୧୮୯ ରନ କରିବାରେ ସଫଳ ହୋଇଛି । ବର୍ତ୍ତମାନ ରାଜସ୍ଥାନ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଜିତିବାକୁ ହେଲେ ଏବେ ଚେନ୍ନାଇ ବୋଲରଙ୍କ ସାମ୍ନା କରିବାକୁ ହେବ ।
ଗାଏକ୍ୱାର୍ଡଙ୍କ ଧୂଆଁଧାର ଶତକ: ଛକା ଚୌକାର ବର୍ଷା କଲା ଚେନ୍ନାଇ, ରାଜସ୍ଥାନକୁ ଦେଲା ୧୯୦ ରନର ବଡ ବିଜୟ ଲକ୍ଷ୍ୟ
/kanak/media/post_attachments/wp-content/uploads/2021/10/FAtLSD-VIAIK61-.jpg)