କନକ ବ୍ୟୁରୋ: ଦେଶର ୨୧ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏହି ସମୟରେ ଭୋଟିଂ ବେଳେ ଛତିଶଗଡ ବସ୍ତରରେ ହୋଇଛି ଆଇଡି ବିସ୍ଫୋରଣ । ଏହି ଘଟଣାରେ ସିଆରପିଏଫ୍ ସୂଚନା ମିଳିଛି । ସେପଟେ ମଣିପୁରରେ ମଧ୍ୟ ହିଂସା ଦେଖାଦେଇଛି । ଏଠାରେ ମତଦାନ ଚାଲିଥିବାବେଳେ ଏକ ବୁଥ ବାହାରେ ଗୁଳିମାଡ ହୋଇଥିବା ଖବର ରହିଛି ।
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
/kanak/media/post_attachments/wp-content/uploads/2024/04/IED.jpg)