ପର୍ଯ୍ୟଟନ ଋତୁରେ ଭିତରକନିକାରେ ପର୍ଯ୍ୟଟନଙ୍କ ଭିଡ : କୁମ୍ଭୀର ଗୋରୀକୁ ଦେଖିବା ପାଇଁ ପର୍ଯ୍ୟଟନ ଆକୃଷ୍ଟ 

Advertisment
ପର୍ଯ୍ୟଟନ ଋତୁରେ ଭିତରକନିକାରେ ପର୍ଯ୍ୟଟନଙ୍କ ଭିଡ : କୁମ୍ଭୀର ଗୋରୀକୁ ଦେଖିବା ପାଇଁ ପର୍ଯ୍ୟଟନ ଆକୃଷ୍ଟ 

କନକ ବ୍ୟୁରୋ : ପର୍ଯ୍ୟଟନ ଋତୁରେ ପ୍ରକୃତିର ଗନ୍ତାଘର, ଶରୀସୃପଙ୍କ ଅଦ୍ୱିତୀୟ ଭୂସ୍ୱର୍ଗ କୁହାଯାଉଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଦୀର୍ଘ ୮ମାସ ଧରି ବନ୍ଦ ରହିବା ପରେ କୋଭିଡ କଟକଣା ଭିତରେ ଖୋଲିଛି ଭିତରକନିକା । ପର୍ଯ୍ୟଟକମାନେ ଜାତୀୟ ଉଦ୍ୟାନର ପ୍ରାକୃିତ ସୌନ୍ଦଯ୍ୟର ମଜା ଉଠାନ୍ତି ।

ବୁଲାବୁଲି ଭିତରେ ଭିତରକନିକା ଆବଦ୍ଧ ପୋଖରୀରେ ନିଃସଙ୍ଗ ଜୀବନ ବିତାଉ ଥିବା ଶଙ୍ଖୁଆ କୁମ୍ଭୀର ଗୋରୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଗୋରୀକୁ ଦେଖିବା ସହ ଗୋରୀ ଓ ତାବନ୍ଧୁ ଯଶବନ୍ତଙ୍କ ସଂପର୍କକୁ ନେଇ ଆଶ୍ଚର୍ଯ୍ୟ ହୁଅନ୍ତି ପର୍ଯ୍ୟଟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe