ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼ । ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା

Advertisment
ପାଣ୍ଡିଆନଙ୍କ ପାଇଁ ନବୀନ ନିବାସରେ ଭିଡ଼ । ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର କର୍ମକର୍ତା

କନକ ବ୍ୟୁରୋ : ନବୀନ ନିବାସରେ ଭିଡ । ଫାଇଭ ଟି ଚେୟାରମ୍ୟାନ ଭି.କେ ପାଣ୍ଡିଆନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭିଡ ଲାଗିଛି । ବିଭିନ୍ନ ସରକାରୀ କର୍ମଚାରୀ ସଂଘ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ସଂଘ, ଆଟସସୋର୍ସିଂ ସଂଘ, ସଚିବାଳୟ ସେବା ସଂଘର କର୍ମକର୍ତା ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ।

ଭେଟଘାଟ ସମୟରେ ନିଜ ନିଜର ସମସ୍ୟା ଜଣାଇଥିବା ଜଣାପଡିଛି । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଛନ୍ତି ଭି କେ ପାଣ୍ଡିଆନ । ଏହାପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ ମନ୍ତ୍ରୀର ପାହ୍ୟା ଦେଇଛନ୍ତି । ଏଥିସହ ନବୀନ ଓଡିଶା ଏବଂ ଫାଇଭ ଟିର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe