କନକ ବ୍ୟୁରୋ : ନବୀନ ନିବାସରେ ଭିଡ । ଫାଇଭ ଟି ଚେୟାରମ୍ୟାନ ଭି.କେ ପାଣ୍ଡିଆନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭିଡ ଲାଗିଛି । ବିଭିନ୍ନ ସରକାରୀ କର୍ମଚାରୀ ସଂଘ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ପୋଲିସ ସଂଘ, ଆଟସସୋର୍ସିଂ ସଂଘ, ସଚିବାଳୟ ସେବା ସଂଘର କର୍ମକର୍ତା ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ।
ଭେଟଘାଟ ସମୟରେ ନିଜ ନିଜର ସମସ୍ୟା ଜଣାଇଥିବା ଜଣାପଡିଛି । ନିକଟରେ ଆଇଏଏସ ଚାକିରିରୁ ଭିଆରଏସ ନେଇଛନ୍ତି ଭି କେ ପାଣ୍ଡିଆନ । ଏହାପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ ମନ୍ତ୍ରୀର ପାହ୍ୟା ଦେଇଛନ୍ତି । ଏଥିସହ ନବୀନ ଓଡିଶା ଏବଂ ଫାଇଭ ଟିର ଚେୟାରମ୍ୟାନ ଭାବେ ନିଯୁକ୍ତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2023/10/25-17.jpg)