ବାହାଘର ପାଇଁ ଉଚ୍ଛୁଲା ନଈରେ ନଦୀପାର : କରୋନା କଟକଣା ଭିତରେ ସମ୍ପର୍କୀୟଙ୍କୁ ଧରି ନଦୀପାର ହେଲେ ନବଦମ୍ପତି; କନ୍ଧମାଳ ନୂଆଗାଁରୁ ଆସିଲା ଦୃଶ୍ୟ

Advertisment
ବାହାଘର ପାଇଁ ଉଚ୍ଛୁଲା ନଈରେ ନଦୀପାର : କରୋନା କଟକଣା ଭିତରେ ସମ୍ପର୍କୀୟଙ୍କୁ ଧରି ନଦୀପାର ହେଲେ ନବଦମ୍ପତି; କନ୍ଧମାଳ ନୂଆଗାଁରୁ ଆସିଲା ଦୃଶ୍ୟ

କନକ ବ୍ୟୁରୋ : ବିବାହ ପାଇଁ ଉଛୁଳା ନଈରେ ଡଙ୍ଗାପାର । କରୋନା କଟକଣା ଭିତରେ କିଛି ହାତ ଗଣତି ସମ୍ପର୍କୀୟଙ୍କୁ ଧରି ଦେଶୀ ଡଙ୍ଗାରେ ଭରା ନଦୀ ପାର ହୋଇ ବିବାହ କରିବା ପରେ ନବ ଦମ୍ପତି ନିଜ ଘରକୁ ଫେରିଛନ୍ତି । କନ୍ଧମାଳ ଜିଲ୍ଲାର କ. ନୂଆ ଗାଁ ବ୍ଲକ ସିର୍ତିଗୁଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ ।

ମାଙ୍ଗିନଦୀ ପାର ହୋଇ ବୁଡାଗୁଡା ସୁକଳଦା ଗ୍ରାମର ଦିଗାମ୍ବର ପ୍ରଧାନ ସେମାନଙ୍କ ସମ୍ପର୍କୀୟଙ୍କୁ ଧରି ମାଙ୍ଗୀ ଗ୍ରାମକୁ ଯାଇଥିଲେ । ସେଠାରେ ଦୁନି ପ୍ରଧାନଙ୍କୁ ବିବାହ କରିବା ପରେ ପୁଣି ନବ ଦମ୍ପତି ସେହି ନଦୀ ପାର ହୋଇ ଘରକୁ ଫେରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe