କାଠଯୋଡି ନଦୀ ପଠାରେ କୁମ୍ଭୀର । ତ୍ରିଶୁଳିଆ ବ୍ରିଜ ନିକଟରେ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ ।

Advertisment
କାଠଯୋଡି ନଦୀ ପଠାରେ କୁମ୍ଭୀର । ତ୍ରିଶୁଳିଆ ବ୍ରିଜ ନିକଟରେ କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ ।

କନକ ବ୍ୟୁରୋ: କଟକ କାଠଯୋଡ଼ିରେ କୁମ୍ଭୀର ଦେଖିବାକୁ ଭିଡ଼। ହଠାତ୍ ନଦୀ ପଠାରେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ଲୋକେ। ତ୍ରିଶୁଳିଆ ବ୍ରିଜ ନିକଟରେ କୁମ୍ଭୀରକୁ ଦେଖିବା ପରେ ଲୋକଙ୍କ ମନରେ ଯେତିକି ଉତ୍କଣ୍ଠା ଥିଲା, ସେତିକି ଭୟ ବି ଥିଲା।

ତେବେ ବର୍ଷା ଦିନ ହୋଇଥିବାରୁ ବନ୍ୟା ଜଳରେ କୁମ୍ଭୀରଟି ପଳାଇ ଆସିଥିବା କୁହାଯାଉଛି । ପୂର୍ବରୁ ମଧ୍ୟ କାଠଯୋଡ଼ିରେ ଅନେକଥର କୁମ୍ଭୀରକୁ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe