କନକ ବ୍ୟୁରୋ: କଟକ କାଠଯୋଡ଼ିରେ କୁମ୍ଭୀର ଦେଖିବାକୁ ଭିଡ଼। ହଠାତ୍ ନଦୀ ପଠାରେ କୁମ୍ଭୀରକୁ ଦେଖି ଅଟକି ଯାଇଥିଲେ ଲୋକେ। ତ୍ରିଶୁଳିଆ ବ୍ରିଜ ନିକଟରେ କୁମ୍ଭୀରକୁ ଦେଖିବା ପରେ ଲୋକଙ୍କ ମନରେ ଯେତିକି ଉତ୍କଣ୍ଠା ଥିଲା, ସେତିକି ଭୟ ବି ଥିଲା।
ତେବେ ବର୍ଷା ଦିନ ହୋଇଥିବାରୁ ବନ୍ୟା ଜଳରେ କୁମ୍ଭୀରଟି ପଳାଇ ଆସିଥିବା କୁହାଯାଉଛି । ପୂର୍ବରୁ ମଧ୍ୟ କାଠଯୋଡ଼ିରେ ଅନେକଥର କୁମ୍ଭୀରକୁ ଦେଖିବାକୁ ମିଳିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/39-2.jpg)