କନକ ବ୍ୟୁରୋ : ପିଜି ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । କଟକ କଣ୍ଟାପଡ଼ା ଗୋବିନ୍ଦପୁର ଦେବୀ ବିହାର କଲେଜର ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଛାତ୍ରୀ ଜଣକ କେନ୍ଦୁଝର ଘଷିପୁରା ଅଞ୍ଚଳର ସୁଶୋଭିତା ସାହୁ । ଝୁଲନ୍ତା ଅବସ୍ଥାରେ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ । ଥାନାଠାରୁ ୨୦୦ ମିଟର ଦୂର ହୋଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିନାହିଁ ଗୋବିନ୍ଦପୁର ପୋଲିସ ।
ପିଜି ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ
ଝୁଲନ୍ତା ଅବସ୍ଥାରେ ପାଦ ତଳେ ଲାଗିଥିବାରୁ ହତ୍ୟା ସନ୍ଦେହ । ଥାନାଠାରୁ ୨୦୦ ମିଟର ଦୂର ହୋଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିନାହିଁ ଗୋବିନ୍ଦପୁର ପୋଲିସ ।
/kanak/media/media_files/2025/07/08/pg-student-2025-07-08-11-35-08.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)