ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ; ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର

Advertisment

ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଡିଗ୍ରି କଲେଜରେ ଏଭଳି ଭୟାନକ ଗଣ୍ଡଗୋଳ ହୋଇଛି । ଗୁରୁତର ଛାତ୍ରଙ୍କୁ ବାରିପଦା ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରରାଯାଇଛି ।

ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଡିଗ୍ରି କଲେଜରେ ଏଭଳି ଭୟାନକ ଗଣ୍ଡଗୋଳ ହୋଇଛି । ଗୁରୁତର ଛାତ୍ରଙ୍କୁ ବାରିପଦା ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରରାଯାଇଛି ।

College Fight

College Fight Photograph: (Kanak News)

କନକ ବ୍ୟୁରୋ : ଦୁଇ କଲେଜ୍ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର । ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଡିଗ୍ରି କଲେଜରେ ଏଭଳି ଭୟାନକ ଗଣ୍ଡଗୋଳ ହୋଇଛି । ଗୁରୁତର ଛାତ୍ରଙ୍କୁ ବାରିପଦା ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରରାଯାଇଛି । ଗୁରୁତର ଛାତ୍ର ଜଣଙ୍କ ହେଉଛନ୍ତି ବାଇଗଣ ବାଡ଼ିଆ ଅଞ୍ଚଳର ପ୍ରହଲ୍ଲାଦ ବିନ୍ଧାଣି । ପ୍ରହଲ୍ଲାଦ ବିନ୍ଧାଣିଙ୍କ ପେଟରେ ଛୁରାମାଡ଼ ହୋଇଛି । ଅଭିଯୁକ୍ତ ଛାତ୍ର ଅକ୍ଷୟ ବିଶ୍ୱାଳକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି କୁଳିଅଣା ପୋଲିସ ।

ଅଧିକ ପଢ଼ନ୍ତୁ : ମାଆ ପୁଅ ମିଶି ଚଳାଇଥିଲେ ବ୍ରାଉନସୁଗର କାରବାର; ଧରାପଡ଼ିଲା ୬୮୦ ଗ୍ରାମର ଧଳାଜହର

ସେପଟେ ମାଲକାନାଗିରି ଏମଭି୨୬ ଗାଁରେ ଉତ୍ତେଜନା । ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଗାଁରେ ପଶିଲେ ଶହ ଶହ ଲୋକ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ପୁଲିସର ଟିୟର ଗ୍ୟାସ ମାଡ଼ । ଗାଁରେ ବିଏନଏସ ଧାରା ୧୬୩ ଲାଗୁ କଲା ପ୍ରଶାସନ । ରାଖାଲଗୁଡ଼ାରେ ମହିଳାଙ୍କ ମୃତ୍ୟୁ ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଛି । ମୃତ ମହିଳାଙ୍କ ମୁଣ୍ଡ ମିଳୁନଥିବା ବେଳେ ଆଜି ଓଡ୍ରାଫ ଟିମ୍ ନଦୀରୁମ୍ରୁତକଙ୍କ ମୁଣ୍ଡ ଖୋଜୁଛନ୍ତି । ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe