ବାଲେଶ୍ୱର ଏସିଡ୍‌ ମାଡ଼ ଘଟଣା; ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ

Advertisment

୨୦୨୩ ଫେବ୍ରୁଆରିରେ ହୋଇଥିଲା ଏସିଡ୍‌ ମାଡ଼ । ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି ଜଜ୍‌ । ସ୍ପେଶାଲ ଜଜ୍‌ ଏସି.ଏସ୍‌ଟିଙ୍କ ଦଣ୍ତାଦେଶ ରାୟ । ସେହି ଘଟଣାରେ ୪ ଜଣଙ୍କୁ ଏସିଡ୍‌ ମାଡ଼ ହୋଇଥିଲା ।

୨୦୨୩ ଫେବ୍ରୁଆରିରେ ହୋଇଥିଲା ଏସିଡ୍‌ ମାଡ଼ । ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି ଜଜ୍‌ । ସ୍ପେଶାଲ ଜଜ୍‌ ଏସି.ଏସ୍‌ଟିଙ୍କ ଦଣ୍ତାଦେଶ ରାୟ । ସେହି ଘଟଣାରେ ୪ ଜଣଙ୍କୁ ଏସିଡ୍‌ ମାଡ଼ ହୋଇଥିଲା ।

Balasore Acid Attack Case

Balasore Acid Attack Case Photograph: (Kanak News)

କନକ ବ୍ୟୁରୋ : ବାଲେଶ୍ୱର ଏସିଡ୍‌ ମାଡ଼ ଘଟଣାରେ ଦୋଷୀକୁ ମୃତ୍ୟୁ ଦଣ୍ତାଦେଶ । ୨୦୨୩ ଫେବ୍ରୁଆରିରେ ହୋଇଥିଲା ଏସିଡ୍‌ ମାଡ଼ । ଅଭିଯୁକ୍ତ ଚନ୍ଦନ ରଣାଙ୍କୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି ଜଜ୍‌ । ସ୍ପେଶାଲ ଜଜ୍‌ ଏସି.ଏସ୍‌ଟିଙ୍କ ଦଣ୍ତାଦେଶ ରାୟ । ସେହି ଘଟଣାରେ ୪ ଜଣଙ୍କୁ ଏସିଡ୍‌ ମାଡ଼ ହୋଇଥିଲା । ଘଟଣାରେ ଜଣେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe