କନକ ବ୍ୟୁରୋ : ବାଲେଶ୍ୱର ଏସିଡ୍ ମାଡ଼ ଘଟଣାରେ ଦୋଷୀକୁ ମୃତ୍ୟୁ ଦଣ୍ତାଦେଶ । ୨୦୨୩ ଫେବ୍ରୁଆରିରେ ହୋଇଥିଲା ଏସିଡ୍ ମାଡ଼ । ଅଭିଯୁକ୍ତ ଚନ୍ଦନ ରଣାଙ୍କୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି ଜଜ୍ । ସ୍ପେଶାଲ ଜଜ୍ ଏସି.ଏସ୍ଟିଙ୍କ ଦଣ୍ତାଦେଶ ରାୟ । ସେହି ଘଟଣାରେ ୪ ଜଣଙ୍କୁ ଏସିଡ୍ ମାଡ଼ ହୋଇଥିଲା । ଘଟଣାରେ ଜଣେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।
ବାଲେଶ୍ୱର ଏସିଡ୍ ମାଡ଼ ଘଟଣା; ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ
୨୦୨୩ ଫେବ୍ରୁଆରିରେ ହୋଇଥିଲା ଏସିଡ୍ ମାଡ଼ । ଅଭିଯୁକ୍ତ ଚନ୍ଦନ ରଣାକୁ ମୃତ୍ୟୁ ଦଣ୍ତାଦେଶ ଶୁଣାଇଛନ୍ତି ଜଜ୍ । ସ୍ପେଶାଲ ଜଜ୍ ଏସି.ଏସ୍ଟିଙ୍କ ଦଣ୍ତାଦେଶ ରାୟ । ସେହି ଘଟଣାରେ ୪ ଜଣଙ୍କୁ ଏସିଡ୍ ମାଡ଼ ହୋଇଥିଲା ।
/kanak/media/media_files/2026/02/13/balasore-acid-attack-case-2026-02-13-16-58-01.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)