ଅମରେଶ ଜେନାଙ୍କ ନାଁରେ ସଙ୍ଗିନ ଅଭିଯୋଗ; ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସହ ହତ୍ୟା ଧମକ !

Advertisment

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଯୁବତୀଙ୍କ ସଙ୍ଗୀନ ଅଭିଯୋଗ ।

ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଯୁବତୀଙ୍କ ସଙ୍ଗୀନ ଅଭିଯୋଗ ।

BJD corporator Amaresh Jena

Photograph: (Kanak News)

କନକ ବ୍ୟୁରୋ : ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଲକ୍ଷ୍ମୀସାଗର ଥାନାରେ ଯୁବତୀଙ୍କ ସଙ୍ଗିନ ଅଭିଯୋଗ । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ମାମଲା ରୁଜୁ ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୁଲିସ । ହତ୍ୟା ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଯୁବତୀ । ତା ସହ ଭ୍ରୂଣ ହତ୍ୟା ଅଭିଯୋଗ ମଧ୍ୟ ଆଣିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe