କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ । ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡ୍ରାଏ ରନ କରାଯାଇଛି । ଗତବର୍ଷ ରାଜ୍ୟ ସରକାର ସ୍ୱର୍ଗଦ୍ୱାରର ଉନ୍ନତିକରଣ କାମ ହାତକୁ ନେଇଥିଲେ । ଏହାପରେ ଶବଦାହ ସ୍ଥାନରେ କିଭଳି ଶବଦାହ ହେଉଛି ଓ କଣ ଅସୁବିଧା ହେଉଛି ସେ ନେଇ ଏହି ଡ୍ରାଏ ରନ କରାଯାଇଛି । ଖାଲି କାଠକୁ ଜଳାଯାଇ ଦେଖାଯାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us