ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ : ଶବଦାହର ବ୍ୟବସ୍ଥା ପରଖିଲେ ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ; ଖାଲି କାଠକୁ ଜଳାଇ କରାଗଲା ଡ୍ରାଏ ରନ୍

126

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ । ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡ୍ରାଏ ରନ କରାଯାଇଛି । ଗତବର୍ଷ ରାଜ୍ୟ ସରକାର ସ୍ୱର୍ଗଦ୍ୱାରର ଉନ୍ନତିକରଣ କାମ ହାତକୁ ନେଇଥିଲେ । ଏହାପରେ ଶବଦାହ ସ୍ଥାନରେ କିଭଳି ଶବଦାହ ହେଉଛି ଓ କଣ ଅସୁବିଧା ହେଉଛି ସେ ନେଇ ଏହି ଡ୍ରାଏ ରନ କରାଯାଇଛି । ଖାଲି କାଠକୁ ଜଳାଯାଇ ଦେଖାଯାଉଛି ।