କଟକ ନୟାସଡକ IIFL ଲୁଟ୍ ମାମଲାରେ ସିପିଙ୍କ ସୂଚନା: ଏଯାଏ ଗିରଫ ହୋଇଛନ୍ତି ୧୦ ଜଣ, ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିବ

Advertisment
କଟକ ନୟାସଡକ IIFL ଲୁଟ୍ ମାମଲାରେ ସିପିଙ୍କ ସୂଚନା: ଏଯାଏ ଗିରଫ ହୋଇଛନ୍ତି ୧୦ ଜଣ, ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିବ

କନକ ବ୍ୟୁରୋ: ଏଣିକି ପୋଲିସ ନଜରରେ ରହିବ ସୁନା ଋଣ ପ୍ରଦାନକାରୀ ସଂସ୍ଥା । କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିଜ ପ୍ରତିକ୍ରିୟାରେ କହିଲେ ବର୍ତମାନ ସୁନା ଲୁଟ ମାମଲାରେ ୧୦ଜଣ ଗିରଫ ହୋଇସାରିଲେଣି । ଆଗକୁ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ସିପି । କିଛି ସୁନାଋଣ ପ୍ରଦାନକାରୀ ସଂସ୍ଥା ଗୁଡିକରେ ବ୍ୟାପକ ଅନିୟମିତା ଥିବା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ପୁଲିସ କମିଶନର । ଆବଶ୍ୟକ ପଡିଲେ ଏହି ଅନିୟମିତତା ବିଷୟରେ ରିଜର୍ଭ ବ୍ୟାଙ୍କକୁ ଜଣାଇବା ପାଇଁ ବ୍ୟବସ୍ଥା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe