କନକ ବ୍ୟୁରୋ : କରୋନା ମହାମାରୀକୁ ନେଇ ବିଶ୍ୱା ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଏବେ ବିଶ୍ୱ ମହାମାରୀ ନୁହେଁ । ହେଲେ ,ବେ ବି ସ୍ୱାସ୍ଥ୍ୟ ପ୍ରତି କରୋନାର ବିପଦ ରହିଛି । ଏହାସହ ଏବେ ବିଶ୍ୱ ପାଇଁ କରୋନା ଏକ ମହାମାନରୀ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଛି ।
ସୂଚନା ଥାଉକି ୨୦୨୦ ମସିହା ମାର୍ଚ୍ଚ ମାସରୁ ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାକୁ ସରକାର କଟକଣା ଲଗାଇଥିଲେ । ହେଲେ ତା ପୂର୍ବରୁ ଚାଇନାରେ କରୋନା ଭୂତାଣୁ ତାଣ୍ଡବ ରଚୁଥିଲା । ଏହି କରୋନା ଭୂତାଣୁ ବିଶ୍ୱର ନିର୍ଦ୍ଧିଷ୍ଠ କିଛି ଦେଶକୁ ଛାଡି ଅଧିକାଂଶ ଦେଶମାନଙ୍କରେ ଏକ ମହାମାରୀ ଭାବେ ଉଭା ହୋଇଥିଲା । ଏହି ଭୂତାଣୁ ସଂକ୍ରମଣ ଫଳରେ ସରକାରୀ ଭାବେ କମ ଥିଲେ ବି ବାସ୍ତବରେ ଦେଶରେ କୋଟି କୋଟି ଲୋକଙ୍କର ଜୀବନ ଯାଇଥିଲା । ସାରା ବିଶ୍ୱ ଏହି ମହାମାରୀର ପ୍ରଭାବରେ ସ୍ତବ୍ଧ ହୋଇ ଯାଇଥିଲା । ଏହି ମହାମାରୀ ପାଇଁ ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିଛି । ହେଲେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଘୋଷଣା ପରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/18-4.jpg)