କନକ ବ୍ୟୁରୋ: ଦୈନିକ ସଂକ୍ରମଣର ସମସ୍ତ ରେକର୍ଡକୁ ଟପିଯାଇଛି ଭାରତ । ସାରା ବିଶ୍ୱରେ ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ମାମଲାରେ ଏବେ ବ୍ରାଜିଲ ଓ ଆମେରିକାକୁ ଭାରତ ଟପିଯାଇଛି । ଦେଶରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ ୨ ହଜାର ୧୦୪ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଲଗାତାର ୩ଦିନ ହେଲା ୪ ହଜାର ଉପରେ ଦୈନିକ ସଂକ୍ରମଣ ରାଜ୍ୟରେ ଚିହ୍ନଟ ହେଉଥିବା ବେଳେ ହଠାତ୍ ଆଜି ୬ ହଜାର ଟପିଛି ଦୈନିକ ସଂକ୍ରମଣ ।
- ଭାରତ ନାଁରେ ଅଲୋଡା ରେକର୍ଡ
- ଦୈନିକ ସଂକ୍ରମଣରେ ସବୁ ଦେଶକୁ ଟପିଗଲା ଭାରତ
ଆମେରିକା
- ମୋଟ ଆକ୍ରାନ୍ତ ୩, କୋଟି ୨୬ଲକ୍ଷ ୦୨ହଜାର ୦୫୧
- ମୋଟ ମୃତ୍ୟୁ ୫ଲକ୍ଷ ୮୩ ହଜାର ୩୩୦
ଭାରତ
- ମୋଟ ଆକ୍ରାନ୍ତ ୧ କୋଟି ୫୯ ଲକ୍ଷ ୩୦ ହଜାର ୯୬୫
- ମୋଟ ମୃତ୍ୟୁ ୧ଲକ୍ଷ ୮୪ ହଜାର ୬୭୨
ବ୍ରାଜିଲ
- ମୋଟ ଆକ୍ରାନ୍ତ ୧କୋଟି ୪୧ ଲକ୍ଷ ୨୨ ହଜାର ୭୯୬
- ମୋଟ ମୃତ୍ୟୁ ୩ଲକ୍ଷ ୮୧ ହଜାର ୬୮୭ ମୃତ
ଓଡିଶା
- ରାଜ୍ୟରେ ଦୈନିକ ସଂକ୍ରମଣର ନୂଆ ରେକର୍ଡ
- ୨୪ ଘଂଟାରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ
- ଖୋର୍ଦ୍ଧା – ୧, ୧୩୨
ନୂଆପଡା- ୪୫୯
କଳାହାଣ୍ଡି- ୪୫୨
ସୁନ୍ଦରଗଡ- ୪୨୭
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/19-22.jpg)