କନକ ବ୍ୟୁରୋ : ଓଡ଼ିଶା ପର୍ଯ୍ୟଟନକୁ କୋଭିଡ୍ ଝଟକା । କରୋନା ଯୋଗୁ ହୋଇଛି ପର୍ଯ୍ୟଟକଙ୍କ ଆଗମନରେ ଅଭୂତପୂର୍ବ ହ୍ରାସ  । ରାଜ୍ୟ ପର୍ଯ୍ୟଟନ ବିଭାଗର ବାର୍ଷିକ ତଥ୍ୟ ଅନୁସାରେ,

Advertisment

- ୨୦୨୦-୨୧ରେ ୯୯ ପ୍ରତିଶତ ବିଦେଶୀ ପର୍ଯ୍ୟଟକ ଆସିନାହାନ୍ତି 

- ୮୪ ପ୍ରତିଶତ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ହ୍ରାସ ପାଇଛି

- ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଆସିଛନ୍ତି ମୋଟ୍ ୮୪.୨୯ ପ୍ରତିଶତ କମ୍ ପର୍ଯ୍ୟଟକ 

- ୨୦୨୦-୨୧ରେ ୬୫୨ ଜଣ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି 

- ୨୦୧୯-୨୦ ଆର୍ଥିକ ବର୍ଷରେ ଆସିଥିଲେ ୧ ଲକ୍ଷ ୫୬୭ ଜଣ ପର୍ଯ୍ୟଟକ 

- ୨୦୧୯-୨୦ରେ ୧ କୋଟି ୫୦ ଲକ୍ଷ ୩୫ ହଜାର ୫୯୩ ଜଣ ଘରୋଇ ପର୍ଯ୍ୟଟକ ଓଡ଼ିଶା ବୁଲିଛନ୍ତି

- ୨୦୧୯-୨୦ ଆର୍ଥିକ ବର୍ଷରେ ସଂଖ୍ୟା ଥିଲା ମାତ୍ର ୨୩ ଲକ୍ଷ ୭୬ ହଜାର ୫୨୩ 

- ୨୩ ଲକ୍ଷ ୭୭ ହଜାର ୧୭୫ ବିଦେଶୀ ଓ ଘରୋଇ ପର୍ଯ୍ୟଟକ ଗତ ବର୍ଷ ଓଡ଼ିଶା ଆସିଛନ୍ତି 

- ୨୦୧୯-୨୦ ଆର୍ଥିକ ବର୍ଷରେ ସଂଖ୍ୟା ଥିଲା ୧ କୋଟି ୫୧ ଲକ୍ଷ ୩୬ ହଜାର ୧୬୦