ଭୁବନେଶ୍ୱରରେ ନିୟନ୍ତ୍ରାଣଧିନ କରୋନା ସ୍ଥିତି । ବିଏମସି କମିସନର କହିଲେ, ହୋମ ଆଇସୋଲେସନରେ ଅଛନ୍ତି ପ୍ରାୟ ୭୫% ସଂକ୍ରମିତ, ସଚେତନ ରହିବାକୁ ପରାମର୍ଶ । 

ଭୁବନେଶ୍ୱରରେ ନିୟନ୍ତ୍ରାଣଧିନ କରୋନା ସ୍ଥିତି । ବିଏମସି କମିସନର କହିଲେ, ହୋମ ଆଇସୋଲେସନରେ ଅଛନ୍ତି ପ୍ରାୟ ୭୫% ସଂକ୍ରମିତ, ସଚେତନ ରହିବାକୁ ପରାମର୍ଶ । 
କନକ ବ୍ୟୁରୋ: ଭୁବନେଶ୍ୱରରେ କରୋନାସ୍ଥିତିକୁ ନେଇ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀ  । ଭୁବନେଶ୍ୱରରେ କରୋନାସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକ ହୋମ କ୍ୱାରେଂଟାଇନ୍ରେ ରହିଛନ୍ତି । ୬୮ଟି ଟିମ୍ ଦ୍ୱାରା ହୋମ ଆଇସୋଲେସନକୁ ମନିଟର କରାଯାଉଛି । ଅନ୍ୟ ଜିଲ୍ଲାରୁ ବହୁ ଗୁରୁତର ରୋଗୀ ଭୁବନେଶ୍ୱର ଆସୁଛନ୍ତି ।
ସେପଟେ ସହରାଞ୍ଚଳର ବସ୍ତିଅଞ୍ଚଳରେ କରୋନା ସକ୍ରିୟଙ୍କ ସଂଖ୍ୟା ୬୮୬ ରହିଥିବାବେଳେ ତାହା ମଧ୍ୟରୁ ୭୫ ପ୍ରତିଶତ ହୋମ କ୍ୱାରେଣ୍ଟିନ୍ ରେ ରହିଛନ୍ତି । ସେହିପରି ସହରରେ ଏବେ ସୁଦ୍ଧା ୩ ହଜାର ୬୮୩ କରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ବିଏମସି କମିଶନର କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe