ନିୟମଗିରିରେ ଶୁଭାରମ୍ଭ ହେଲା ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କଲେ ଶୁଭାରମ୍ଭ

ନିୟମଗିରିରେ ଶୁଭାରମ୍ଭ ହେଲା ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ : ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା କଲେ ଶୁଭାରମ୍ଭ

କନକ ବ୍ୟୁରୋ : ସମସ୍ତ ବ୍ଲକ ସଦର ମହକୁମା ପରେ ନିୟମଗିରିରେ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଶୁଭାରମ୍ଭ ହୋଇଛି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା, ଜାତି ଓ ଜନଜାତି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ନିୟମିଗିରି ଗ୍ରସ୍ତ କରି ଡଙ୍ଗରିଆ କନ୍ଧଙ୍କ ପାଇଁ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କ ଟିକାକରଣର ଶୁଭାରମ୍ଭ କରିଛନ୍ତି  ।

ନିୟମଗିରି ଅଂଚଳରେ ଅଫଲାଇନ ମାଧ୍ୟମରେ ୧୮ରୁ୪୪ ବର୍ଷର ୨୦୦ ସହ ଯୁବକଙ୍କ ପାଇଁଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ବର୍ତର୍ମାନ ସୁଦ୍ଧା ନିୟମଗରି ରେ ବାସ କରୁଥିବା ଆଦିମ ଜନଜାତି ୬୦ରୁ୬୫ ଭାଗ ୪୫ ବର୍ଷ ବ୍ୟକ୍ତି କୁ ଟୀକାକରଣ ସରିଥିବା ବେଳେ ଆଗାମୀ ଦିନରେ ସମସ୍ତେ କିପରି ଟୀକା ନେବେ ସେନେଇ ସୁନିଶ୍ଚିତ କରାଇବାକୁ ଆଲୋଚନା କରି ପଦକ୍ଷେପ ନିଆଯିବ ବେଲି ସଂଜୟ ଦାସ ବର୍ମା କହିଥିଲେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe