ରାଜ୍ୟରେ ଆଉ ୯୮୬ ପଜିଟିଭ ଚିହ୍ନଟ : ସଙ୍ଗରୋଧରୁ ୫୭୨ ଓ ସ୍ଥାନୀୟ ଅଞ୍ଚଳରୁ ୪୧୪ ଚିହ୍ନଟ , ୨୪ ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଲା କରୋନା

120

ରାଜ୍ୟରେ ଆଉ ୯୮୬ ପଜିଟିଭ ଚିହ୍ନଟ । ୩୦ ଟି ଜିଲ୍ଲାରୁ ୯୮୬ ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୫୭୨ ଓ ସ୍ଥାନୀୟ ଅଞ୍ଚଳରୁ ୪୧୪ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ପକ୍ଷରୁ ସୂଚନା । ୨୪ ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଲା କରୋନା ।

ଆକ୍ରାନ୍ତଙ୍କ ମଧ୍ୟରୁ : ଅନୁଗୁଳରୁ ୬୪ , ବାଲେଶ୍ୱରରୁ ୪୩ ,ବରଗଡ଼ରୁ ୩୪ ,ଭଦ୍ରକ ୧୦ , ବଲାଙ୍ଗୀର ୨୬,ବୌଦ୍ଧରୁ ୮,କଟକରୁ ୮୧ , ଦେଓଗଡ଼ରୁ ୫ , ଢେଙ୍କାନାଳରୁ ୨୬ , ଗଜପତିରୁ ୩ , ଗଞ୍ଜାମରୁ ୧୫,ଜଗତସିଂହପୁରରୁ ୫୪ , ଯାଜପୁରରୁ ୨୮ , ଝାରସୁଗୁଡ଼ାରୁ ୧୯ , କଳାହାଣ୍ଡିରୁ ୪୨ , କନ୍ଧମାଳରୁ ୧୩ , କେନ୍ଦ୍ରାପଡ଼ାରୁ ୪୪, କେଉଁଝରରୁ ୪୯ , ଖୋର୍ଦ୍ଧାରୁ ୧୧୨, କୋରାପୁଟରୁ ୧୪ , ମାଲକାନଗିରିରୁ ୬ , ମୟୁରଭଞ୍ଜରୁ ୫୭,ନବରଙ୍ଗପୁରରୁ ୧୫,ନୟାଗଡ଼ରୁ ୧୦ , ନୂଆପଡ଼ାରୁ ୩୮,ପୁରୀରୁ ୩୨ , ରାୟଗଡ଼ାରୁ ୧୬, ସୋନପୁରରୁ ୩, ସମ୍ବଲପୁରରୁ ୧୬ , ସୁନ୍ଦରଗଡ଼ରୁ ୮୦ ଏବଂ ଷ୍ଟେଟ୍ ପୋଲ୍ ୨୩ ଆକ୍ରାନ୍ତ ଚିହ୍ନଟ ।

ମୃତକଙ୍କ ମଧ୍ୟରୁ : ବରଗଡ଼ , ବାଲେଶ୍ୱର , କଟକ , କଳାହାଣ୍ଡି , କେନ୍ଦ୍ରାପଡ଼ା , ଖୋର୍ଦ୍ଧା , ମୟୁରଭଞ୍ଜ , ସମ୍ବଲପୁରରୁ ଜଣେ ଲେଖାଏଁ ଏବଂ ଭୁବନେଶ୍ୱର , ନୂଆପଡ଼ାରୁ , ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ମୃତ ।