ଆଜି ରାଜ୍ୟରେ ଆଉ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୧୬ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୧ ଜଣ ଆକ୍ରାନ୍ତ ଅଛନ୍ତି । ଗଞ୍ଜାମରୁ ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧,୨୦୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ।
୨୪ ଘଣ୍ଟା ଭିତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସାରଣୀ :- ଅନୁଗୁଳ : ୭ , ବାଲେଶ୍ୱର : ୩୦ , ଭଦ୍ରକ : ୨, ବୌଦ୍ଧ : ୫ , କଟକ : ୧୪,ଢେଙ୍କାନାଳ : ୪ , ଗଜପତି : ୧୭, ଗଞ୍ଜାମ : ୨୬୦ , ଜଗତସିଂହପୁର : ୭ , ଯାଜପୁର : ୯ , ଝାରସୁଗୁଡ଼ା : ୧ , କନ୍ଧମାଳ : ୧ , କେନ୍ଦ୍ରାପଡ଼ା : ୩ , କେନ୍ଦୁଝର : ୪୮,ଖୋର୍ଦ୍ଧା : ୫୬ , କୋରାପୁଟ : ୬ , ମାଲକାନଗିରି : ୧ , ମୟୁରଭଞ୍ଜ : ୧୪ , ନୟାଗଡ଼ : ୧ , ପୁରୀ : ୫ , ସମ୍ବଲପୁର : ୩ , ସୁନ୍ଦରଗଡ଼ : ୮୩ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/17-7.jpg)