କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା

କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା

କନକ ବ୍ୟୁରୋ : କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ । ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ । ବାହାର ରାଜ୍ୟର ବୋଟ ଉପରେ କଟକଣା ଲଗାଯିବା ସହ ବାହାର ରାଜ୍ୟର ବୋଟକୁ ଦେଖିଲେ ତୁରନ୍ତ ଜବତ କରାଯିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୩ଟି ମେରାଇନ୍ ଥାନାକୁ ଏନେଇ ଅବଗତ କରାଯାଇଛି । ବୋଟ ଏବଂ ମୋଟର ସାଇକେଲ ଦ୍ୱାରା ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe