ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି: ନିଖିଳ ଓଡ଼ିଶା ଠକାଦାର ମହାସଂଘ

Advertisment
ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି: ନିଖିଳ ଓଡ଼ିଶା ଠକାଦାର ମହାସଂଘ

ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ଆଣିଛି ନିଖିଳ ଓଡ଼ିଶା ଠକାଦାର ମହାସଂଘ । ରାଜ୍ୟରେ କାର୍ଯ୍ୟକରୁଥିବା ଠିକାଦାରମାନେ ବିଲଡିଂର ବର୍ଗଫୁଟକୁ ଏକ ହଜାର ଟଙ୍କାରୁ ୧୨ ଶହ ଟଙ୍କାରେ କରୁଥିବା ବେଳେ ସେହି କାର୍ଯ୍ୟକୁ ବମ୍ବେର ଲାରସନଟ୍ୟୁବ୍ରୋ କମ୍ପାନୀକୁ ୩ ହଜାର ୪ ଶହ ଟଙ୍କା ଦିଆଯାଉଛିା ଯାହାଫଳରେ ସରକାରୀ ସ୍ତରରେ ବହୁ ଟଙ୍କା ହେରଫେର ହେଉଥିବା ଅଭିଯୋଗ ଆଣିଛି ସଂଘ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସଂଘ ଦାବୀ କରିଛି । ତେବେ ଏନେଇ ନିର୍ମାଣ ବିଭାଗର ପ୍ରତିକ୍ରି୍ରୟା ମିଳିପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe