ୟୁରୋପରେ ଦ୍ୱିତୀୟ ଥର ବ୍ୟାପୁଛି କରୋନା ସଂକ୍ରମଣ : ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଟୁ ପଏଂଟ ଜିରୋ ନେଇ ଫ୍ରାନ୍ସ ଓ ଜର୍ମାନୀର ଘୋଷଣା ; ନଭେମ୍ବର ୩୦ଯାଏଁ ଜାରି ହେଲା ତାଲାବନ୍ଦ କଟକଣା 

Advertisment
ୟୁରୋପରେ ଦ୍ୱିତୀୟ ଥର ବ୍ୟାପୁଛି କରୋନା ସଂକ୍ରମଣ : ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଟୁ ପଏଂଟ ଜିରୋ ନେଇ ଫ୍ରାନ୍ସ ଓ ଜର୍ମାନୀର ଘୋଷଣା ; ନଭେମ୍ବର ୩୦ଯାଏଁ ଜାରି ହେଲା ତାଲାବନ୍ଦ କଟକଣା 

କନକ ବ୍ୟୁରୋ : ୟୁରୋପରେ ଦ୍ୱିତୀୟ ଥର ବ୍ୟାପୁଛି କରୋନା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଉଥିବା ବେଳେ ୟୁରୋପରେ କରୋନାର ଦ୍ୱିତୀୟ ଲହଡ଼ି ଚିନ୍ତା ବଢ଼ାଇଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ତାଲାବନ୍ଦ ନିଷ୍ପତ୍ତି ନେଇଛନ୍ତି ୟୁରୋପରେ କେତେକ ଦେଶ । ନିୟନ୍ତ୍ରଣ କରିବା ପାଇଁ ପୁଣି ଲକଡାଉନ ଘୋଷଣା କରିଛନ୍ତିି ଫ୍ରାନ୍ସ ଓ ଜର୍ମାନୀ । ନଭେମ୍ବର ୩୦ଯାଏଁ ଜାରି ହୋଇଛି କଟକଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe