କନକ ବ୍ୟୁରୋ : ୟୁରୋପରେ ଦ୍ୱିତୀୟ ଥର ବ୍ୟାପୁଛି କରୋନା ସଂକ୍ରମଣ । ଭାରତରେ କରୋନା ସଂକ୍ରମଣ କିଛିଟା ହ୍ରାସ ପାଉଥିବା ବେଳେ ୟୁରୋପରେ କରୋନାର ଦ୍ୱିତୀୟ ଲହଡ଼ି ଚିନ୍ତା ବଢ଼ାଇଛି । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ତାଲାବନ୍ଦ ନିଷ୍ପତ୍ତି ନେଇଛନ୍ତି ୟୁରୋପରେ କେତେକ ଦେଶ । ନିୟନ୍ତ୍ରଣ କରିବା ପାଇଁ ପୁଣି ଲକଡାଉନ ଘୋଷଣା କରିଛନ୍ତିି ଫ୍ରାନ୍ସ ଓ ଜର୍ମାନୀ । ନଭେମ୍ବର ୩୦ଯାଏଁ ଜାରି ହୋଇଛି କଟକଣା ।

Advertisment