କରୋନା ମୁକାବିଲା : ଆଜିଠୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । ଅଧିକ ସତର୍କତା ଜରୁରୀ ଥିବା କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Advertisment
କରୋନା ମୁକାବିଲା : ଆଜିଠୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । ଅଧିକ ସତର୍କତା ଜରୁରୀ ଥିବା କହିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କନକ ବ୍ୟୁରୋ : ସାରା ବିଶ୍ୱ କରୋନା ମୁକାବିଲା କରୁଥିବା ବେଳେ ବଡ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜିଠାରୁ ଦିଲ୍ଲୀରେ ଲାଗିଲା କର୍ଫ୍ୟୁ । କରୋନା ସତର୍କତା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ କାହାକୁ ଭୋକରେ ମରିବାକୁ ଦିଆଯିବନି । କରୋନା ଭାଇରସକୁ ନେଇ ଅଧିକ ସତର୍କତା ଜରୁରୀ ଥିବା କହିଛନ୍ତି କେଜ୍ରିୱାଲ । ତେବେ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ଲକଡାଉନ୍ ଘୋଷଣା କରାଯାଇଥିବା ବେଳେ ଆଜି କର୍ଫ୍ୟୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe