କନକ ବ୍ୟୁରୋ : ଦେଶରେ ସଂକ୍ରମଣ କମିବା ସହ କମିଲା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୬୫୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ଦିନକରେ ଆଉ ୫୮ ହଜାର ୭୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡେଲି ପଜିଟିଭିଟି ରେଟ୍ ରହିଛି ୩ ଦଶମିକ ୮୯ ପ୍ରତିଶତ ।
ଏବେ ଦେଶରେ ସକ୍ରିୟ ମାମଲା ୬ ଲକ୍ଷ ୯୭ ହଜାର ୮୦୨ ରହିଛି । ଯାହାକି ମୋଟ୍ ସଂକ୍ରମଣର ୧ ଦଶମିକ ୬୪ ପ୍ରତିଶତ । ଏବେ ଦେଶରେ କରୋନା ମୃତ୍ୟୁ ୫ ଲକ୍ଷ ୭ ହଜାର ୧୭୭ରେ ପହଂଚିଲାଣି । ବର୍ତମାନ ସୁଦ୍ଧାର ଦେଶରେ ୧୭୧ କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆସରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/16-13.jpg)