ବିଗ୍ ବିଙ୍କୁ କରୋନା । ବଲିଉଡର ସେହେନ୍ସା କରୋନା ସଂକ୍ରମିତ । ନମୂନା ପଜିଟିଭ ନେଇ ନିଜେ ସୂଚନା ଦେଲେ ଅମିତାଭ ବଚ୍ଚନ । କହିଲେ ୧୦ ଦିନ ଭିତରେ ସଂସ୍ପର୍ଶରେ ଆସିଥିଲେ, କୋଭିଡ୍ ଟେଷ୍ଟ କରାନ୍ତୁ ।

ବିଗ୍ ବିଙ୍କୁ କରୋନା । ବଲିଉଡର ସେହେନ୍ସା କରୋନା ସଂକ୍ରମିତ । ନମୂନା ପଜିଟିଭ ନେଇ ନିଜେ ସୂଚନା ଦେଲେ ଅମିତାଭ ବଚ୍ଚନ । କହିଲେ ୧୦ ଦିନ ଭିତରେ ସଂସ୍ପର୍ଶରେ ଆସିଥିଲେ, କୋଭିଡ୍ ଟେଷ୍ଟ କରାନ୍ତୁ ।

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବଲିଉଡର ସେହେନସା ଅମିତାଭ ବଚନଙ୍କୁ କରୋନା  । କରୋନା ଆକ୍ରାନ୍ତ ନେଇ ସୂଚନା ଦେଲେ ବିଗ୍ ବି । ତାଙ୍କ ନମୂନା ପଜିଟିଭ ଥିବା ନେଇ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ଅମିତାଭ ।

ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତିର୍ କରାଯାଇଛି । ତାଙ୍କ ପରିବାର ଓ କର୍ମଚାରୀଙ୍କୁ ମଧ୍ୟ କୋଭିଡ୍ ପରୀକ୍ଷା କରାଯାଇଛି । ତେବେ ସେମାନଙ୍କର ରିପୋର୍ଟ ଆସିନାହିଁ । ସେପଟେ ୧୦ ଦିନ ଭିତରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରିବା ପାଇଁ ନିଜେ ଅନୁରୋଧ କରିଛନ୍ତି ବିଗବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe