କରୋନା ନେଲା ଆଉ ୧୨ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି

ସର୍ବାଧିକ ୧୨ ଜଣଙ୍କ ଜୀବନ ନେଲା କରୋନା: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୪୭କୁ ବୃଦ୍ଧି; ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ମୃତ: ଭଦ୍ରକ, ଢେଙ୍କାନାଳ, ଗଜପତି, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ

କନକ ବ୍ୟୁରୋ : କରୋନା ନେଲା ଆଉ ୧୨ଜଣଙ୍କ ଜୀବନ । ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି  ବାଲେଶ୍ୱର, ବରଗଡ, ଗଜପତି, ସୁନ୍ଦରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ସବୁଠାରୁ ବଡ କଥା ହେଉଛି ,ଗଞ୍ଜାମରେ ପାଖାପାଖି ୧୨୫ଜଣଙ୍କ ମୁଣ୍ଡ ନେଲାଣି କରୋନା । publive-image

ଅନ୍ୟ ପକ୍ଷରେ, ଆଜି ଗଂଜାମ ଏବଂ ଖୋର୍ଧା ଜିଲ୍ଲାରୁ ୨୭୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ୧୬, ବାଲେଶ୍ୱର ୭୩, ବରଗଡ ୭, ଭଦ୍ରକ ୨, ବଲାଙ୍ଗୀର ୪୩, ବୌଦ୍ଧ ୭, କଟକ ୯୮, ଢେଙ୍କାନାଳ ୩୬, ଗଜପତି ୩୫, ଜଗତସିଂହପୁର ୨୧, ଯାଜପୁର ୩୬, ଝାରସୁଗୁଡା ୨, କଳାହାଣ୍ଡି ୩୦, କନ୍ଧମାଳ ୫୨, କେନ୍ଦ୍ରାପଡା ୧୪, କେନ୍ଦୁଝର ୩ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ୫୦ ମାଲକାନଗିରି ୨୭, ମୟୂରଭଞ୍ଜ ୩୯, ନବରଙ୍ଗପୁର ୫, ନୟାଗଡ ୪୦, ନୂଆପଡା ୧, ପୁରୀ ୯୨, ରାୟଗଡା ୧୩୬, ସମ୍ବଲପୁର ୧୧୨, ସୁନ୍ଦରଗଡ ୧୧୮ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe