ଦ୍ୱିତୀୟ ଲହରରେ ରକ୍ତ ଜମାଟ କରୁଛି କରୋନା । ୭୧ ପ୍ରତିଶତ ମୃତ୍ୟୁ ପାଇଁ ପାଲଟିଛି କାରଣ । ଫୁସଫୁସ ଓ ହୃଦୟରେ ବାନ୍ଧୁଛି ରକ୍ତ ଜମାଟ

Advertisment
ଦ୍ୱିତୀୟ ଲହରରେ ରକ୍ତ ଜମାଟ କରୁଛି କରୋନା । ୭୧ ପ୍ରତିଶତ ମୃତ୍ୟୁ ପାଇଁ ପାଲଟିଛି କାରଣ । ଫୁସଫୁସ ଓ ହୃଦୟରେ ବାନ୍ଧୁଛି ରକ୍ତ ଜମାଟ

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ଏକ ନୂଆ ପ୍ରକାର ସମସ୍ୟା ଚିନ୍ତା ବଢ଼ାଇଦେଇଛି । ଫୁସଫୁସ କିମ୍ବା ହୃଦୟରେ ରକ୍ତ ଜମାଟ ବାନ୍ଧୁଛି । ଏହି ସମସ୍ୟା ଆକ୍ରାନ୍ତଙ୍କ ମୃତ୍ୟୁର ଏକ ମୁଖ୍ୟ କାରଣ ପାଲଟୁଛି । ଏପରିକି ୭୧ ପ୍ରତିଶତ ମାମଲାରେ ଏହି କାରଣରୁ ରୋଗୀଙ୍କ ଜୀବନ ଚାଲିଯାଉଛି । ପ୍ରଥମ ଲହରରେ ଏପ୍ରକାର ସମସ୍ୟା ସେତେ ପରିମାଣରେ ଦେଖାଯାଇନଥିଲା । କିନ୍ତୁ ଦ୍ୱିତୀୟ ଲହରରେ ଏହା ଏକ ଚିନ୍ତାର କାରଣ ପାଲଟିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe