କନକ ବ୍ୟୁରୋ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଦେଖାଦେଇଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ କହିଛନ୍ତି, ଚୀନ ଏବଂ ପାକିସ୍ଥାନ ଏକାଠି ହୋଇଯାଇଛନ୍ତି, ଯେବେ ବି କିଛି ଯୁଦ୍ଧ ହେଉ ତାହା ଗୋଟିଏ ଦେଶରୁ ନୁହେଁ ଦୁଇ ଦେଶ ପକ୍ଷରୁ ହେବ । ଭାରତର ସ୍ଥିତି ଏବେ ଦୁର୍ବଳ ରହିଛି ଏବଂ ଯଦି ଏପରି ଯୁଦ୍ଧ ହୁଏ ତେବେ ଦେଶକୁ ବହୁତ କ୍ଷତି ସହିବାକୁ ପଡ଼ିବ । ନିକଟରେ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ଅରୁଣାଚଳ ତୱାଙ୍ଗଠାରେ ସୀମା ସଂଘର୍ଷ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଅନ୍ୟପଟେ ଭାରତଯୋଡ଼ ଯାତ୍ରା ସମୟରେ ଭାରତୀୟ ସେନାର ପୂର୍ବ ଅଧିକାରୀଙ୍କ ସହ ରାହୁଲ ଗାନ୍ଧି ବାର୍ତାଳାପ କରିଛନ୍ତି ।
ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବଢୁଛି ବିବାଦ। କହିଲେ ପାକିସ୍ତାନ, ଚୀନ ହାତ ମିଶାଇ ଯୁଦ୍ଧ କଲେ ଦୁର୍ବଳ ହେବ ଭାରତ।
/kanak/media/post_attachments/wp-content/uploads/2022/10/image_750x500_634104f25a500-Rahul_Gandhi_Congress.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)