କନକ ବ୍ୟୁରୋ:ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନବେଳେ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ରାଜ୍ୟପାଳଙ୍କୁ ଦର୍ଶନ୍ ଓ ପୂଜା କରାଇଲେ ବଡୁ ନିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ସୃଷ୍ଟି ହୋଇଛି ବିବାଦ । ସେପଟେ ବ୍ରାହ୍ମଣ ନିଯୋଗଙ୍କ ଯୁକ୍ତି ରାଜ୍ୟପାଳଙ୍କ ଗସ୍ତ ନେଇ ସେମାନଙ୍କୁ ପୂର୍ବରୁ ଦିଆଯାଇ ନଥିଲା କୌଣସି ସୂଚନା । ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ସମସ୍ୟା ଉପୁଜିଥିବା କୁହାଯାଉଛି ।
ନୂଆ ରାଜ୍ୟପାଳ ରଘୁବର ଦାସଙ୍କ ଶ୍ରୀ ଲିଙ୍ଗରାଜ ଦର୍ଶନକୁ ନେଇ ପୂଜା ପଣ୍ଡାଙ୍କ ଭିତରେ ବିବାଦ । ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ଅନୁପସ୍ଥିତ ଥିବାରୁ ଦର୍ଶନ କରାଇଲେ ବଡୁ ନିଯୋଗ
/kanak/media/post_attachments/wp-content/uploads/2023/10/21-23.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)