ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା, ଆସନ୍ତା ସପ୍ତାହରୁ ବ୍ରିଜରେ ଗଡ଼ିବ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ।

Advertisment
ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା, ଆସନ୍ତା ସପ୍ତାହରୁ ବ୍ରିଜରେ ଗଡ଼ିବ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ।

କନକବ୍ୟୁରୋ: ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଦୂର ହେବ ହଂସପାଳ ଟ୍ରାଫିକ ସମସ୍ୟା ଏନେଇ ଏନଏଚଏଆଇ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହରୁ ଓଭରବ୍ରିଜରେ ଗାଡ଼ି ଚଳାଚଳ କରିବ । ପ୍ରଥମେ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ଏହି ବ୍ରିଜରେ ଯାତାୟତ କରିବ ।

ଏହାପରେ ଜୁନ ଦ୍ୱିତୀୟ ସପ୍ତାହରୁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ି ଏହି ବ୍ରିଜରେ ଗଡ଼ିବ । ବଡ଼ କଥା ହେଉଛି ଡିସେମ୍ବର ୨୦୨୧ରେ ଓଭରବ୍ରିଜ ନିର୍ମାଣ କାମ ଶେଷ ନେଇ ଚୁକ୍ତି ହୋଇଥିଲା । କିନ୍ତୁ କାମ ଏଯାଏଁ ସରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe