କନକ ବ୍ୟୁରୋ: ଗ୍ୟାରେଣ୍ଟି କାର୍ଡ଼ ଧରି ଘରେ ଘରେ ପହଞ୍ଚିବ କଂଗ୍ରେସ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପାର୍ଥୀ ମିତ୍ରଭାନୁ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି । ୨୦୦ ୟୁନିଟ ବିଦ୍ୟୁତ୍ ଦେୟ ଛାଡ୍ । ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା । ବେକାରୀ ଭତ୍ତା ମାସିକ ୩୦୦ । କୃଷି ଋଣ ଛାଡ । କୃଷକ ମାନଙ୍କ ପାଇଁ ମାସିକ ପେନସନ ୨୦୦୦ ଟଙ୍କା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ । ଏମିତି କିଛି ଗ୍ୟାରେଣ୍ଟି କାର୍ଡ ନେଇ ଲୋକଙ୍କ ପାଖରେ ପହଞ୍ଚିିବ କଂଗ୍ରେସ ।
ଗ୍ୟାରେଣ୍ଟି କାର୍ଡ଼ ଧରି ଘରେ ଘରେ ପହଞ୍ଚିବ କଂଗ୍ରେସ । ଜାଣନ୍ତୁ କ’ଣ ରହିଛି ଲୋକଙ୍କ ପ୍ରତିଶ୍ରୁତି...
/kanak/media/post_attachments/wp-content/uploads/2024/04/1111-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)