ଦୁର୍ନୀତି ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ । ଲୋକସେବା ଭବନ ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ମୁହାଁମୁହିଁ ।

Advertisment
ଦୁର୍ନୀତି ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ । ଲୋକସେବା ଭବନ ଘେରାଉ ପାଇଁ ଯିବା ବେଳେ ପୋଲିସ ସହ ମୁହାଁମୁହିଁ ।

କନକ ବ୍ୟୁରୋ: ଦୁର୍ନୀତି ବିରୋଧରେ କଂଗ୍ରେସର ଗର୍ଜନ । ରାଜଧାନୀରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର କଂଗ୍ରେସ କର୍ମୀ ।ସାରା ରାଜ୍ୟରୁ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ । ଲୋକସେବା ଭବନ ଘେରାଉ ପାଇଁ ଯିବା ବାଟରେ ଅଟକାଇଲା ପୋଲିସ । ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପ୍ରସଙ୍ଗରେ ବିକ୍ଷୋଭ କରୁଛନ୍ତି କଂଗ୍ରେସ କର୍ମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe