ନେହରୁ ନା ମୋଦୀ... କଂଗ୍ରେସ, ବିଜେପି ଭିତରେ ଚାଲିଛି ଟ୍ୱିଟରରେ ଲଢେଇ

ନେହରୁ ନା ମୋଦୀ... କଂଗ୍ରେସ, ବିଜେପି ଭିତରେ ଚାଲିଛି ଟ୍ୱିଟରରେ ଲଢେଇ

କନକ ବ୍ୟୁରୋ: ନୂଆ ସଂସଦ ଭବନ ଉଦଘାଟନ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ଏହି ଲଢେଇର ସ୍ଥାନ ଟ୍ୱିଟର ହୋଇଯାଇଛି । କଂଗ୍ରେସ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଫଟୋ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛୋଟ ଦର୍ଶାଯାଇଥିଲା । ଏହାର ଜବାବରେ ବିଜେପି ପଣ୍ଡିତ ନେହରୁଙ୍କୁ ରିଲ ଲାଇଫରେ ବଡ ଦେଖାଇଥିବା ବେଳେ ପ୍ରକୃତ ଜୀବନରେ ବହୁତ ଛୋଟ ଦର୍ଶାଇଛି । ଦୁଇ ଦଳର ନେତା ବର୍ତ୍ତମାନ ମଧ୍ୟ ପରସ୍ପର ଉପରେ ଆକ୍ରମଣ ଜାରିରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe