ରାୟଗଡା : ବିମୁଦ୍ରାକରଣ ବିରୋଧରେ ବିକ୍ଷୋଭକୁ ସଫଳ କରିବା ଲାଗି କଂଗ୍ରେସର ପ୍ରୟାସ । ଆଜି ଜନ ଆକ୍ରୋଶ ଦିବସ ପାଳୁଥିବା ରାଜ୍ୟ କଂଗ୍ରେସର ରାୟଗଡାରେ ଦାଦାଗିରି ଦେଖିବାକୁ ମିଳିଛି । ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଉଥିବାବେଳେ କଂଗ୍ରେସ କର୍ମୀମାନେ ପିକେଟିଂ କରିଛନ୍ତି।ଏପରିକି ବ୍ୟାଙ୍କରୁ ଗ୍ରାହକଙ୍କୁ ଜୋରଜବରଦସ୍ତ ବାହାରକୁ ବାହାର କରିଦେଇଥିବା ଦେଖିବାକୁ ମିଳିଛି ।
ରାୟଗଡାରେ କଂଗ୍ରେସର ଦାଦାଗିରି ! ବ୍ୟାଙ୍କରୁ ଜୋର ଜବରଦସ୍ତ ଗ୍ରାହକଙ୍କୁ ବାହାର କଲେ କର୍ମୀ
/kanak/media/post_attachments/wp-content/uploads/2016/11/RGD-DADAGIRI.jpg)