ଧାନମଣ୍ଡି ଅବ୍ୟବସ୍ଥା ନେଇ ୪ଘଣ୍ଟିଆ ରାସ୍ତା ଅବରୋଧ କଲା କଂଗ୍ରେସ : ରାସ୍ତାରେ ଅଟକି ରହିଲା ଶତାଧୀକ ଗାଡି

ଧାନମଣ୍ଡି ଅବ୍ୟବସ୍ଥା ନେଇ ୪ଘଣ୍ଟିଆ ରାସ୍ତା ଅବରୋଧ କଲା କଂଗ୍ରେସ : ରାସ୍ତାରେ ଅଟକି ରହିଲା ଶତାଧୀକ ଗାଡି

କନକ ବ୍ୟୁରୋ : ଧାନ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସର ୪ ଘଂଟିଆ ଜାତୀୟ ରାଜପଥ ଅବରୋଧ । କଂଗ୍ରେସର ଚାଷୀ ସଂଗଠନ ପକ୍ଷରୁ ଏହି ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡି ଅଟକି ରହିଛି । ଚଳିତବର୍ଷ ମଣ୍ଡିରେ ଟୋକନ୍ ଅନୁସାରେ ଚାଷୀଙ୍କଠାରୁ ଧାନ ଉଠା ଯାଉନାହିଁ । ଟୋକନ୍ ଅବଧି ସରିଯାଇଥିବାବେଳେ ମଣ୍ଡିରେ ଧାନ ଉଠିନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେବେ ସମସ୍ତ ଧାନ ନଉଠିବା ଯାଏଁ କଂଗ୍ରେସ ଆନ୍ଦୋଳନ କରିବ ବୋଲି ଧମକ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe