କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ ଦାବି: ଇଣ୍ଡି ମେଂଟ ପାଇବ ୨୭୨ରୁ ଅଧିକ ଆସନ, କଂଗ୍ରେସ ଏକାକୀ ହାତେଇବ ୧୨୮

Advertisment
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ ଦାବି: ଇଣ୍ଡି ମେଂଟ ପାଇବ ୨୭୨ରୁ ଅଧିକ ଆସନ, କଂଗ୍ରେସ ଏକାକୀ ହାତେଇବ ୧୨୮

କନକ ବ୍ୟୁରୋ: ଗୋଟେ ପଟେ ବିଜେପି ଦେଉଛି ୪ଶହ ପାର ନାରା ଅନ୍ୟପଟେ କଂଗ୍ରେସର ଦାବି ଏଥରକ ଇଣ୍ଡ ମେଂଟ ହାତେଇବ ୨୭୨ରୁ ଅଧିକ ଆସନ ଆଉ କରିବ ସରକାର । କଂଗ୍ରେସ ଏକାକୀ ୧୨୮ ଆସନ ହାତେଇବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତ ଖଡ଼ଗେ । ଏଥିସହ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ପାଇଁ ତାଙ୍କର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ । ଏଥରକ ଦେଶବାସୀ ବିଜେପି ସରକାରଙ୍କୁ ନେଇ ଅସନ୍ତୋଷ ଅଛନ୍ତି ତେଣୁ ଏଥରକ ଇଣ୍ଡିମେଂଟର ସରକାର ଗଠନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe